ନୟା ଭାଷାର୍ ଖେଚୁଡ଼ି
ଓଡ଼ିଆ ସାହିତ୍ୟ
ଆମାକେ ଲିଖ୍ନା ହୈ ଅବିକା
ଅପ୍ନା ମନର୍ କଥା
ରିଡର୍ମାନେ ହେଲେ ହେଉଥାଂତୁ
ଭେରି ଭେରି ବିତ୍ବିତା
ସବୁ ଭାଷାର୍ ୱାର୍ଡ ଲେକର୍
ଏକ୍ ଜାୟ୍ଗାଏ ମିଶେଇ
ଲେଖ୍ଲେଁ ଗୁଡ଼୍ ଅଏନ୍ ହୋଗା
ଭାଷା ଯିବା ଜଗ୍ମଗେଇ
ଆମି ଯୈସା କହୁଂଗା ଲିଖୁଂଗା
ଦେଟ୍ ଇଜ୍ ଆମର୍ ଭାଷା
ୟୁଜ୍ କର୍ଲେଁ ଏଭ୍ରିଡେ
ବର୍ଧିତ ହେବ ଆଶା
ଯାହାର ଯେମିତି ୱିସ୍ ହେଉଛି
ସେ ଲେଖୁନ୍ ତାହା
କିଏ କହେବା " ୱାହା ୱାହା " ତ
ଆଉ କିଏ କହିବ " ଆହା,
ସରସ୍ବତୀ ହଉନ୍ ସାହା "
ସମଲ୍ପୁରି, ବାଂଲା, ହିଂଦୀ,
ଇଂଲିଶ୍, ଓଡ଼ିଆ ଯୁଡ଼ି
ଲେଖ୍ଲେଁ କେମିତି ହୋତା ହୈ ଦେଖୁଁ
ନୟା ଭାଷାର୍ ଖେଚୁଡ଼ି